କୋଣାର୍କରେ ଗଡ଼ିଲା ପ୍ରଥମ ସୂର୍ଯ୍ୟ ରଥ : ୨୭ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହିବ ରଥ

ପୁରୀ: କୋଣାର୍କ ଅବଧୁତ ମଠରୁ ଆଜି ଗଡ଼ିଲା ପ୍ରଥମ ସୂର୍ଯ୍ୟରଥ। ଏହି ରଥ ସୂର୍ଯ୍ୟ ମନ୍ଦିର ଦେଇ ଚନ୍ଦ୍ରଭାଗାରେ ପହଞ୍ଚିଛି। ଏହା ୨୭ଦିନ ଧରି ମାଘ ସପ୍ତମୀ ପର୍ଯ୍ୟନ୍ତ ସେଠାରେ ରହିବ। ଏହା ସହ ଶାମ୍ବ ଦଶମୀ ଅବସରରେ କୋଣାର୍କ ସୂର୍ଯ୍ୟମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ମନ୍ଦିରରେ ପ୍ରବେଶ ଶୁଳ୍କ ଛାଡ଼ କରାଯାଇଛି। କରୋନା କଟକଣା ପାଇଁ ଚନ୍ଦ୍ରଭାଗା ରାମଚଣ୍ଡିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। … Continue reading କୋଣାର୍କରେ ଗଡ଼ିଲା ପ୍ରଥମ ସୂର୍ଯ୍ୟ ରଥ : ୨୭ଦିନ ପର୍ଯ୍ୟନ୍ତ ଚନ୍ଦ୍ରଭାଗାରେ ରହିବ ରଥ